ରାଜଧାନୀରେ ସଂକ୍ରମିତ ଯେତିକି ସୁସ୍ଥ ସେତିକି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ମଧ୍ୟ ୪ ଜଣ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧୮୩୬ରେ ପହଞ୍ଚିଛି।

ସେହିପରି ସୁସ୍ଥସଂଖ୍ୟା ୩୧୩୬୫ରେ ପହଞ୍ଚିଛି। ସେହିପରି ଭୁବନେଶ୍ୱରରେ କରୋନାରେ ମୃତ୍ୟୁ ସଂଖ୍ୟା ୨୪୬ରେ ପହଞ୍ଚିଥିବାବେଳେ ୨୦୪ଜଣ ଚିକିତ୍ସାଧୀନ ରହିଛନ୍ତି।