ଆଜି ସାଢ଼େ ୪ଟାରେ ଇୟୁ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀ ଦେଶ- ବିଦେଶ By Nitidin On Jul 15, 2020 Share ନୂଆଦିଲ୍ଲୀ,ଏଜେନ୍ସି: ଆଜି ଅପରାହ୍ଣ ସାଢ଼େ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ୟୁରୋପୀୟ ସଂଘ (ଇୟୁ) ସମ୍ମିଳନୀରେ ଯୋଗଦେବେ। ଏହି ଶିଖର ସମ୍ମିଳନୀରେ ଭାରତ ଓ ୟୁରୋପ ମଧ୍ୟରେ ଆର୍ଥିକ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। Share