ଜଟଣୀରେ କ୍ୟାନସର ହସ୍ପିଟାଲ ଶିଳାନ୍ୟାସ କଲେ ମୋଦୀ ଜିଲ୍ଲା By nitidin1 On May 11, 2023 Share ଖୋର୍ଦ୍ଧା,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଟଣୀସ୍ଥିତ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି । ଏହାସହ ହୋମି ଭାବା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ମଧ୍ୟ ଶିଳାନ୍ୟାସ କରିଥିବା ଜଣାପଡ଼ିଛି । ମୋଦୀ ଏହି ପ୍ରକ୍ରିୟା ଭର୍ଚ୍ଚୁଆଲ ମୋଡରେ କରିଛନ୍ତି । Share