ଆଜି ସଂନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବାଧନ କରିବେ ମୋଦୀ

ନୂଆଦିଲ୍ଲୀ: ଦେଶରେ କରୋନା ପ୍ରକୋପର ଦ୍ୱିତୀୟ ଲହରୀ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ଦିଆଯାଇଛି। କିନ୍ତୁ ମୋଦୀ କେଉଁ ସମ୍ବନ୍ଧରେ ସମ୍ବୋଧନ କରିବେ ସେସମ୍ପର୍କରେ ଜଣାପଡ଼ି ନାହିଁ। ତଥାପିକରୋନା ସଂକ୍ରମଣ ଓ ଟିକାକରଣ ଅଭିଯାନକୁ ନେଇ ଆଲୋଚନା କରିବେ ବୋଲି ଆଶା କରାଯାଉଛି।