ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନରେ ଏମସିଆଇ ଟିମ୍

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ୩ୟ ବର୍ଷ ସ୍ୱୀକୃତି ନିମନ୍ତେ ମେଡିକାଲ କାଉନ୍ସିଲ ଅଫ୍ ଇଣ୍ଡିଆର ଡ. ଆର. ଜି. ବିବେକି, ଡ. ପ୍ରଣବ ମୁଖାର୍ଜୀ ଓ ଡ. ରାଧେଶ୍ୟାମ ମିନା ୩ ଜଣିଆ ପ୍ରତିନିଧି ଦଳ କୋରାପୁଟରେ ପହଞ୍ଚିଛନ୍ତି।

ଏହି ପରିପ୍ରେକ୍ଷୀରେ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ ବିଭାଗ ପରିଦର୍ଶନ କରିଛନ୍ତି।