ଜିଆଇ ଟ୍ୟାଗ ପାଇଲା କେନ୍ଦ୍ରାପଡ଼ା ରସାବଳି

କେନ୍ଦ୍ରାପଡ଼ା,ଏନ୍‌ଏନ୍‌ଏସ୍‌: ସୁପ୍ରସିଦ୍ଧ କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ ମିଳିଛି । କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି ।