ଅବସରପ୍ରାପ୍ତ କିରାଣିଙ୍କ ପରଲୋକ

ଫୁଲବାଣୀ,ଏନ୍ଏନ୍ଏସ୍: ରାଜସ୍ୱ ବିଭାଗରୁ ଅବସର ଗ୍ରହଣ କରିଥିବା ବରିଷ୍ଠ କିରାଣି କାମେଶ୍ୱର ପାତ୍ରଙ୍କର ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇତିଲା। ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର ଫୁଲବାଣୀ ଠାରେ କରାଯାଇଛି।  ବଡ଼ପୁଅ ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ମୃତ୍ୟୁରେ ସମଗ୍ର ଫୁଲବାଣୀରେ ଶୋକରଛାୟା ଖେଳିଯାଇଛି।