ବାରବାଟୀ ଅଭିମୁଖେ ଭାରତୀୟ ଟିମ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭାରତୀୟ ଟିମ୍ ନେଟ୍ ପ୍ରାକ୍ଟିସ ପାଇଁ ବାରବାଟୀ ଷ୍ଟାଡିୟମ ଅଭିମୁଖେ ଯାଉଛି । ମେ’ ଫେୟାର ହୋଟେଲରୁ ସ୍ୱତନ୍ତ୍ର ବସ ଯୋଗେ ଖେଳାଳି ଷ୍ଟାଡିୟମ ଯାଉଥିବା ଜଣାପଡ଼ିଛି । ଆଜି ସକାଳେ ଦକ୍ଷିଣ ଆଫ୍ରିକା ଟିମ୍ ପ୍ରାକ୍ଟିସ ପାଇଁ ବାରବାଟୀ ଷ୍ଟାଡିୟମ ଯାଇଥିଲା ।

ସୂଚନାଯୋଗ୍ୟ, ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-ଟ୍ୱୋଣ୍ଟି ମ୍ୟାଚ୍ ଖେଳାଯିବ ।