Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨୦୨୧ ଶେଷ ସୁଦ୍ଧା ବି ସରିବନି କରୋନା: ଡବ୍ଲ୍ୟୁଏଚଓ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨୦୨୧ ଶେଷ ସୁଦ୍ଧା ବି ସରିବନି କରୋନା: ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ବଡ଼ ଚେତାବନୀ ଦେଇଛି। ଡବ୍ଲ୍ୟୁଏଚଓ କହିଛି ଯେ, ଯଦି ଆମେ ଭାବୁଛୁ କି ୨୦୨୧ ଶେଷ ସୁଦ୍ଧା କରୋନା ଶେଷ ହୋଇଯିବ ତେବେ ଏହା ସମ୍ପୂର୍ଣ୍ଣରୂପେ ଅବାସ୍ତବ। ଭାରତ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। କିନ୍ତୁ ଯଦି ଆମେ ବୁଝିବିଚାରି କାର୍ଯ୍ୟ କରୁ ତା’ହେଲେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ଓ ମହାମାରୀ ସମ୍ବୋଧିତ ମୃତ୍ୟୁ ସହ ଅନ୍ୟ ସମସ୍ୟାକୁ ଶେଷ କରିପାରିବୁ।
ଡବ୍ଲୁଏଚଓର ମୁଖ୍ୟ ବୈଜ୍ଞାନିକ ଡା.ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଶ୍ୱିକ ଭ୍ୟାକ୍ସିନ ବଣ୍ଟନର ଲକ୍ଷ୍ୟ ହେଉଛି କି ୨୦୨୧ ଶେଷ ସୁଦ୍ଧା ମହାମାରୀର ତୀବ୍ର ଚରଣକୁ ଶେଷ କରିବା।

ସୂଚନାଯୋଗ୍ୟ, ଭାରତରେ ଗତ ୨୪ ଘଣ୍ଟାରେ ୧୪ହଜାର ୯୮୯ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୯୮ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୧୧ଲକ୍ଷ ୩୯ ହଜାର ୫୧୬ ହୋଇଥିବାବେଳେ ୧କୋଟି ୮ଲକ୍ଷ ୧୨ହଜାର ୪୪ଜଣ ସୁସ୍ଥ ହୋଇଛିନ୍ତି। ସେହିପରି ୧ଲକ୍ଷ ୫୭ ହଜାର ୩୪୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୧ଲକ୍ଷ ୭୦ହଜାର ୧୨୬ଜଣ ଚିକିତ୍ସିତ ହେଉଛନ୍ତି।