Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନକଲି ମଦ କାରଖାନାର ମୁଖ୍ୟ ଅଭିଯୁକ୍କ୍ତ ଗିରଫ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନକଲି ମଦ କାରଖାନାର ମୁଖ୍ୟ ଅଭିଯୁକ୍କ୍ତ ଗିରଫ

ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ବୀରପାଟଣା କୁକୁଡ଼ା ଫାର୍ମ ପାଖରେ ଥିବା ବେଆଇନ ନକଲି ମଦ କାରଖାନା ଉପରେ ଦିଗପହଣ୍ଡି ପୋଲିସ ଅତର୍କିତ ଭାବରେ ଚଢ଼ଉ କରି ଏଥିରେ ସଂପୃକ୍ତ ଥିବା ୪ ଜଣକୁ ଗିରଫ କରିଥିବା ବେଳେ ବୁଧବାର ଦିନ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ସ୍ୱାଇଁଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।ଅଭିଯୁକ୍ତ ସନ୍ତୋଷଙ୍କ ଘର ବୁଗୁଡା ଥାନା ଅନ୍ତର୍ଗତ ବାଲିପାଟଣା ବୋଲି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।

ଖବରନୁଯାୟୀ ବୁଧବାର ଦିନ ଅଭିଯୁକ୍ତ ସନ୍ତୋଷ ବ୍ରହ୍ମପୁରରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ସମୟରେ ଦିଗପହଣ୍ଡି ପୋଲିସ ଖବରପାଇ ଦିଗପହଣ୍ଡି – ବ୍ରହ୍ମପୁର ମଧ୍ୟ ରାସ୍ତାରେ ସନ୍ତୋଷ କାବୁ କରି ଥାନାକୁ ଅଣାଯାଇଥିଲା ।

୪ ଦିନ ପୂର୍ବରୁ ଶନିବାର ଅପରାହ୍ନରେ ଦିଗପହଣ୍ଡି ପୋଲିସ ଖବରପାଇ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ ଉକ୍ତ କୁକୁଡ଼ା ଫାର୍ମ ନିକଟରେ ଥିବା ନକଲି ମଦ କାରଖାନା ଉପରେ ଚଢାଉ କରି ସେଠାରୁ ୪୬ଟି କାର୍ଟୁନରେ ଭର୍ତି ହୋଇଥିବା ୨୦୨୮ଟି ନକଲି ବିଦେଶୀ ମଦ ବୋତଲ, ୩୬୪ଟି ପ୍ରିପେର ଜାର, ୨୮୦ ଲିଟର ସ୍ପିରିଟ, ମେସିନ, ୨ବସ୍ତା ଲେବୁଲ, ୨ବସ୍ତା ଖାଲି ବୋତଲ, ୧୦ବସ୍ତା ଠିପି, ବହୁଳ ପରିମାଣରେ ମଦ ତିଆରି ସାମଗ୍ରୀ ଜବତ କରିଥିଲା। ଘଟଣାପରେ ରବିବାର ଦିନ ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପି.କେ ମିଶ୍ର , ଚିକିଟି ଏସଡିପିଓ ଏସ୍. ଏନ୍.ମୁର୍ମୁ ଦିଗପହଣ୍ଡି ଥାନାରେ ପହଞ୍ଚି ତଦନ୍ତ ଚଳାଇଥିଲେ । ସେହି ଦିନଠାରୁ ସନ୍ତୋଷ ଫେରାର ଥିଲା