ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଅଞ୍ଚଳରେ ଲକଡାଉନ ସମୟରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ବେଳେ ପୁଲିସ ୧୨ଟି ଗାଇ ସହ ଗୋଟିଏ ପିକଅପ ଭ୍ୟାନ ଜବତ ହୋଇଛି। ସୂଚନା ଅନୁସାରେ ରାଜ୍ୟରେ କରୋନା ପାଇଁ ଲକଡାଉନ ଅବଧି ଚାଲିଥିବା ବେଳେ କେତେକ ଅମାନୁସିକ ବ୍ୟକ୍ତି ଭଦ୍ରକ ଅଞ୍ଚଳରେ ଏକ ପିକଅପ ଭ୍ୟାନରେ ଗୋରୁଚାଲାଣ କରୁଥିଲେ।
