Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅଞ୍ଜୁ ଭାରତରେ ସବୁ ସମସ୍ୟା ସମାଧାନ କରିବା ପରେ ମୁଁ ବି ସେଠାକୁ ଯିବି: ନସରୁହ୍ଲା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅଞ୍ଜୁ ଭାରତରେ ସବୁ ସମସ୍ୟା ସମାଧାନ କରିବା ପରେ ମୁଁ ବି ସେଠାକୁ ଯିବି: ନସରୁହ୍ଲା

ନୂଆଦିଲ୍ଲୀ: ୬ ମାସ ପାକିସ୍ତାନରେ ରହିବା ପରେ ଅଞ୍ଜୁ ଭାରତ ଫେରିଛନ୍ତି । ଅଞ୍ଜୁ ଭାରତ ଫେରିବାକୁ ନେଇ ଗଣମାଧ୍ୟମ ସହ କୌଣସି ଆଲୋଚନା କରିନାହାନ୍ତି । କିନ୍ତୁ ତାଙ୍କ ସ୍ୱାମୀ ନସରୁହ୍ଲା କହିଛନ୍ତି ଯେ, ଅଞ୍ଜୁ ନିଜ ଇଚ୍ଛାରେ ଭାରତ ଯାଇଛନ୍ତି । ସେ ତାଙ୍କ ପିଲାଙ୍କୁ ଭେଟିବାକୁ ଚାହୁଁଥିଲେ । ଦୀର୍ଘ ୧୦ ବର୍ଷ ହେବ ଅଞ୍ଜୁଙ୍କର ତାଙ୍କ ଭଉଣୀମାନଙ୍କ ସହ କିଛି ସମସ୍ୟା ରହିଛି ସେ ତାକୁ ମଧ୍ୟ ସମାଧାନ କରିବେ । ମୁଁ ତାଙ୍କ ପିଲାଙ୍କୁ ଆପଣାଇବାକୁ ପ୍ରସ୍ତୁତ ଅଛି । ପିଲାଙ୍କ କଷ୍ଟୋଡୀ ପାଇଁ ଆମେ ଆଇନର ଆଶ୍ରୟ ନେବୁ । ଅଞ୍ଜୁଙ୍କ ସମସ୍ୟା ସମାଧାନ ହେବା ପରେ ମୁଁ ମଧ୍ୟ ଭାରତ ଯିବି ।

ପାକିସ୍ତାନରୁ ଭାରତ ଆସିଥିବା ଅଞ୍ଜୁଙ୍କୁ ପଞ୍ଜାବ ପୁଲିସ ଓ ଆଇବୀ ଜେରା କରିଛି । ଏହି ସମୟରେ ଅଞ୍ଜୁ କହିଛନ୍ତି ଯେ, ୨୦୨୩ ଜୁଲାଇ ୨୧ରେ ପାକିସ୍ତାନ ଯିବା ପରେ ନସରୁହ୍ଲାଙ୍କ ସହ ନିକାହ ହୋଇଥିଲା । ମୁଁ ଭାରତୀୟ ସ୍ୱାମୀ ଅରବିନ୍ଦଙ୍କୁ ଛାଡ଼ପତ୍ର ଦେବି । ପାକିସ୍ତାନର ଆତିଥ୍ୟ ଖୁବ୍ ଭଲ ଥିଲା ।