ଜମ୍ମୁ-କଶ୍ମୀର: ହିଜବୁଲ ଆତଙ୍କବାଦୀ ନିପାତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ-କଶ୍ମୀରର ତ୍ରାଲ ସହରରେ ଗୁରୁବାର ନିରାପତ୍ତାରକ୍ଷୀଙ୍କ ସହ ଏନ୍‌କାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନ ସଂଗଠନର ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି। ମେ’ ୩୦ରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଏହି ଆତଙ୍କବାଦୀକୁ ପୁଲିସ ଗିରଫ କରିଥିଲା। ତେବେ ଆତ୍ମସମର୍ପଣ କରିବାକୁ ମନା କରିବାପରେ ପୁଲିସ ତାକୁ ଏନ୍‌କାଉଣ୍ଟରରେ ମାରି ଦେଇଥିବା ଜଣାପଡିଛି।a