ଗୋପାଳ ଦାସ ଚାକିରିରୁ ବରଖାସ୍ତ ଜିଲ୍ଲାରାଜ୍ୟ By Nitidin On Jan 30, 2023 Share ଝାରସୁଗୁଡ଼ା,ଏନ୍ଏନ୍ଏସ୍: : ସ୍ୱର୍ଗତ ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ଚାକିରିରୁ ଝାରସୁଗୁଡ଼ା ଏସପି ରାହୁଲ ଜୈନ ବରଖାସ୍ତ କରିଛନ୍ତି । ଅନ୍ୟପଟେ କାଲିଠୁ ଅଟକ ଥିବା ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ଗିରଫ ଦର୍ଶାଇଥିବା ସୂଚନା ମିଳିଛି । Share