ଟିକା ନେଲେ ଭାରତର ପ୍ରଥମ ମହିଳା

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ତଥା ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ଆଜି କରୋନା ଟିକାର ପ୍ରଥମ ଡୋଜ୍ ଲଗାଇଛନ୍ତି। ସେ ଦିଲ୍ଲୀର ଆର୍ମି ହସ୍ପିଟାଲ ଯାଇ ଟିକା ନେଇଛନ୍ତି। ଏହି ସମୟରେ ତାଙ୍କ ସହ ଝିଅ ସ୍ୱାତୀ କୋବିନ୍ଦ ମଧ୍ୟ ଉପସ୍ଥିତ ଥିଲେ।