Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଟ୍ୟାକ୍ସ ଛାଡ଼ ଉପରେ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଟ୍ୟାକ୍ସ ଛାଡ଼ ଉପରେ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଜୀଏସଟୀର ୪୭ତମ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ ସମ୍ବୋଧନ କରିଛନ୍ତି । ଉକ୍ତ ବୈଠକରେ ସମସ୍ତ ପ୍ରସଙ୍ଗରେ ଆଲୋଚନା ହୋଇଥିବା ନେଇ ସୀତାରମଣ ସୂଚନା ପ୍ରଦାନ କରିଛନ୍ତି । ସୀତାରମଣ କହିଛନ୍ତି ଯେ, ଜିଏସଟି କାଉନସିଲ ଟ୍ୟାକ୍ସ ଛାଡ଼ ଓ ବିପରୀତୀକରଣରେ ସୁଧାର ଉପରେ ଜୀଓଏମଙ୍କ ସୁପାରିଶକୁ ଗ୍ରହଣ କରିନେଇଛି । ଏହି ସମୟରେ କେସୀନୋ ଓ ଅନଲାଇନ ଗେମ ଉପରେ ଜୀଓଏମର ଚୂଡ଼ାନ୍ତ ରିପୋର୍ଟ ଉପରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା ।

ସୂଚନାଯୋଗ୍ୟ, ଚଣ୍ଡୀଗଡ଼ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲର ଦ୍ୱି-ଦିବସୀୟ ବୈଠକରେ ଅନେକ ବସ୍ତୁ ଉପରେ ଟ୍ୟାକ୍ସ ବଢ଼ାଯାଇଛି । ଖାସ୍ କଥାଟି ହେଲା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମୋଇଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ସମୂହ ଦ୍ୱାରା ଟ୍ୟାକ୍ସ ଛାଡ଼ ଓ ବିପରୀତୀକରଣରେ ସୁଧାର ଉପରେ ଦିଆଯାଇଥିବା ରିପୋର୍ଟକୁ ସ୍ୱୀକାର କରାଯାଇଛି ।