କାଲି ଇଦ୍ ପାଳନ

ନୂଆଦିଲ୍ଲୀ: ଦେଶରେ ଆଜି ଇଦର ଚାନ୍ଦ ନଜର ଆସିଛି । ସେଥିପାଇଁ କାଲି ଇଦ ପାଳନ କରାଯିବ । ରାଞ୍ଚି, ଗୌହାଟ୍ଟୀ, ହାଇଦ୍ରାବାଦ ଓ ଲଖନଊରେ ଚାନ୍ଦ ନଜର ଆସିଛି । ଲଖନଊର ସିୟା ଚାନ୍ଦ୍ କମିଟି ଚାନ୍ଦ ଦେଖିଥିବା ଘୋଷଣା କରିଛି ।