ଲଦାଖରେ ଭୂକମ୍ପ ଝଟକା ଦେଶ- ବିଦେଶ By Nitidin Last updated Oct 8, 2020 Share ନୂଆଦିଲ୍ଲୀ, ଏଜେନ୍ସି: ଗୁରୁବାର ପୂର୍ବାହ୍ନରେ ସକାଳେ ଲଦାଖରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୨ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। କାରଗିଲଠାରୁ ୯୪ କିମି ଦୂରରେ ଏହି ଭୂକମ୍ପ ଅନୁଭୁତ ହୋଇଛି। Share