ସିଭି ଆନନ୍ଦ ବୋଷ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ

କୋଲକାତା,ଏଜେନ୍ସି: ଡ. ସିଭି ଆନନ୍ଦ ବୋଷ ହେଲେ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସୂଚନା ମିଳିଛି । ବୋଷ ବଙ୍ଗର ନିୟମିତ ରାଜ୍ୟପାଳ ଭାବେ ଖୁବଶୀଘ୍ର କାର୍ଯ୍ୟଭାର ଗ୍ରହଣ କରିବେ ।