ଲାଞ୍ଚ ନେଇ ଭୁବନେଶ୍ୱରରୁ ଗିରଫ ହେଲେ ଦିଲ୍ଲୀ ପୁଲିସ

ଭୁବନେଶ୍ବର,ଏନ୍ଏନ୍ଏସ୍: ଲାଞ୍ଚ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ପୁଲିସ ଗିରଫ। ଭୁବନେଶ୍ୱରରୁ ଇଓଡବ୍ଲୁ କନେଷ୍ଟବଲ ଅମିତ ଲାହୁଚାଙ୍କୁ ଗିରଫ କଲା ସିବିଆଇ।

ଜନୈକ ବ୍ୟକ୍ତିଙ୍କ ଠାରୁ ସାଢ଼େ ୪ଲକ୍ଷ ଲାଞ୍ଚ ନେବାବେଳେ ଗିରଫ। ଜଣେ ଇଓ ଡବ୍ଲୁ ଇନ୍ସପେକ୍ଟରଙ୍କ ନିର୍ଦ୍ଦେଶରେ ଆସିଥିଲେ ଅମିତ୍। ନିର୍ଦ୍ଦେଶ ଦେଇଥିବା ଇଓଡବ୍ଲୁ ଇନ୍ସପେକ୍ଟରଙ୍କ ଦିଲ୍ଲୀ ଘରେ ମଧ୍ୟ ରେଡ୍ କରାଯାଇଛି।