ଭାରତରେ କରୋନା ମୃତ୍ୟୁସଂଖ୍ୟା ୧୪୯

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୪ହଜାର ୬୪୩କୁ ବୃଦ୍ଧି ହୋଇଛି। ଏଥି ମଧ୍ୟରୁ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୯କୁ ବୃଦ୍ଧି ପାଇଥିବା ବେଳେ ୪୦୧ ଜଣ ସୁସ୍ଥ ହୋଇଛନ୍ତି ଘରକୁ ଫେରିଥିବା ଜଣାପଡିଛି।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୧୦୧୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୪ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁରେ ୬୯୦ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଳୀରେ ୫୭୬, ତେଲେଙ୍ଗାନାରେ ୩୬୪ ଜଣ ଆକ୍ରାନ୍ତ ରହିଛନ୍ତି ।