ପାରଳାଖେମୁଣ୍ଡିରେ କୋଭିଡ ହସ୍ପିଟାଲ

ପାରଳାଖେମୁଣ୍ଡି,ଏନ୍ଏନ୍ଏସ୍: ପାରଳାଖେମୁଣ୍ଡିରେ କାରଣ ଚିକିତ୍ସା ପାଇଁ ନୂତନ କୋଭିଡ ହସ୍ପିଟାଲ ଖୋଲାଯାଇଛି। ଏହି ପରିପ୍ରେକ୍ଷୀରେ ସେଞ୍ଚୁରୀୟାନ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ଏହି ହସ୍ପିଟାଲ ଖୋଲାଯାଇଛି। ଏବଂ ଏହା ୧୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହୋଇଥିବା ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ଚିକିତ୍ସ୍ୟାଳୟରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଥିବା ଜଣାପଡିଛି।