ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଗୁରୁରାଜ ଜିତିଲେ କାଂସ୍ୟ

ନୂଆଦିଲ୍ଲୀ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତ ଦ୍ୱିତୀୟ ପଦକ ହାସଲ କରିଛି । ଭାରୋତ୍ତୋଳନର ୬୧ କେଜି ବର୍ଗରେ ଗୁରୁରାଜ ପୂଜାରୀ ଭାରତ ଲାଗି କାଂସ୍ୟ ପଦକ ଜିତିଛନ୍ତି ।