କଟକରୁ ଜନଗହଳି ଏଡାଇବା ପାଇଁ ସିଏମସି ଆରମ୍ଭ କଲା ହୋମ୍‌ ଡେଲିଭରି ସୁବିଧା

କଟକ,ଏନ୍ଏନ୍ଏସ୍: ଜନଗହଳି ଏଡାଇବା ପାଇଁ ସିଏମସି ତରଫରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଆରମ୍ଭ ହୋଇଛି ଆବଶ୍ୟକୀୟ ଜିନିଷର ହୋମ୍‌ ଡେଲିଭରି ସୁବିଧା। ବିଗ୍ ବଜାର, ରିଲାଏନ୍ସ ଫ୍ରେସ୍‌, ମେଟ୍ରୋ ସୁପର ମାର୍କେଟ ଏଥିରେ ସାମିଲ ହୋଇଛନ୍ତି। ଯେଉଁଥିରେ ଲୋକମାନେ ଫୋନ କରି ଅତି ଆବଶ୍ୟକୀୟ ଜିନିଷ ଘରକୁ ମଗାଇପାରିବେ। ସେଥିପାଇଁ ଘରୋଇ ଯୋଗାଣ (ହୋମ୍‌ ଡେଲିଭରି) ଯୋଗାଇଦେବା ପାଇଁ ସିଏମ୍‌ସି ତରଫରୁ ପଦକ୍ଷେପ ନିଆଯାଇଥିବା କମିସନର ଅନନ୍ୟା ଦାସ ପ୍ରକାଶ କରିଛନ୍ତି। ଏଥିପାଇଁ ନିଗମ ପକ୍ଷରୁ ତାଲିକା ପ୍ରକାଶ କରାଯାଇଛି। ଗ୍ରାହକମାନେ ଏହି ନମ୍ବରରେ ଯୋଗାଯୋଗ କରି ସାମଗ୍ରୀ କ୍ରୟ କରିପାରିବେ।

ରିଲାଏନ୍ସ ଫ୍ରେସ୍‌
ଦୋଳମୁଣ୍ଡାଇ-୭୦୦୮୧୬୭୦୦୭
କନିକା ଛକ-୭୮୯୪୪୧୭୨୮୩
ମର୍କତନଗର, ସେକ୍ଟର-୬ ୭୮୯୪୪୧୭୨୮୪
ମହାନଦୀ ବିହାର-୭୦୦୮୯୮୬୩୨୬
କ୍ୟାଣ୍ଟନମେଣ୍ଟ ରୋଡ୍‌-୯୭୭୭୦୪୯୧୯୦
ମର୍କତନଗର, ସେକ୍ଟର-୯ ୭୬୮୨୮୨୨୦୨୮
ନୂଆବଜାର-୭୮୯୪୪୫୫୭୬୭
ବକ୍ସିବଜାର-୮୯୧୭୪୦୦୧୦୭

ମେଟୋ ସୁପର ମାର୍କେଟ୍‌
ସତୀଚୌରା-୬୩୭୧୨୧୨୧୫୨

ବିଗ୍‌ବଜାର
ଜେଲ୍‌ ରୋଡ୍-୭୦୬୪୪୫୪୪୮୪