ସିବିଏସଇ ଦଶମ ପରୀକ୍ଷାଫଳ ପ୍ରକାଶିତ

ନୂଆଦିଲ୍ଲୀ: ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ cbse.nic.in ଓ cbseacademic.nic.inରେ ପରୀକ୍ଷାଫଳ ପାଇପାରିବେ । ଅନ୍ୟପଟେ ବୋର୍ଡ ଆଜି ଅପରାହ୍ନ ୧୨ଟାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ମଧ୍ୟ ଜାରି କରିଥିଲା ।