Browsing Category
ଦେଶ- ବିଦେଶ
କରୋନାଠୁ ନିପାହ ମୃତ୍ୟୁଦର ଅଧିକ
ନୂଆଦିଲ୍ଲୀ: ଦେଶରେ ନିପାହ ଭାଇରସ ମାମଲା ସାମ୍ନାକୁ ଆସିବା ପରେ ସରକାର ସତର୍କ ହୋଇଯାଇଛନ୍ତି । ଆଇସିଏମଆର ମହାନିର୍ଦ୍ଦେଶକ ଡା. ରାଜୀବ ବହଲ କହିଛନ୍ତି ଯେ,…
ହଠାତ୍ ଲଢ଼ୁଆ ବିମାନ ଫ୍ୟାକ୍ଟ୍ରି ପହଞ୍ଚିଲେ କିମ ଜଙ୍ଗ
ନୂଆଦିଲ୍ଲୀ: ଋଷ ଗସ୍ତରେ ଥିବା ଉତ୍ତର କୋରିୟା ନେତା କିମ ଜଙ୍ଗ ଆମେରିକା ଓ ୟୁକ୍ରେନ ସମେତ ଅନ୍ୟ ପଶ୍ଚିମୀ ଦେଶର ସମସ୍ତ ଟିକନିକ ଖବର ରଖିଛନ୍ତି । ଏହିକ୍ରମେ…
ମୁମ୍ବାଇ ଏୟାରପୋର୍ଟରେ ଚାଟାର୍ଡ ପ୍ଲେନ ଦୁର୍ଘଟଣାଗ୍ରସ୍ତ
ମୁମ୍ବାଇ: ମୁମ୍ବାଇ ଏୟାରପୋର୍ଟରେ ବର୍ଷା ଯୋଗୁ ଲ୍ୟାଣ୍ଡିଂ ସମୟରେ ଚାଟାର୍ଡ ପ୍ଲେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ମୋଟ ୮ଜଣ ବ୍ୟକ୍ତି ଯାତ୍ରା…
ଅନନ୍ତନାଗରେ ସେନାର ଅପରେସନ ଜାରି
ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସେନାର ୩ ଅଧିକାରୀଙ୍କ ମୃତ୍ୟୁ ହେବା ପରେ ବଡ଼ ଅପରେସନ ଜାରି ରହିଛି । ସେନା ପକ୍ଷରୁ ଲୁଚି ରହିଥିବା…
ବାଗମତୀ ନଦୀରେ ଡୁବିଲା ନୌକା : ୨୦ ଉଦ୍ଧାର ଓ ୧୦ ନିଖୋଜ
ବିହାର: ବିହାରର ମୁଜଫରପୁରରେ ବଡ଼ ନୌକା ଦୁର୍ଘଟଣା ଘଟିଛି । ସ୍କୁଲ ପିଲାରେ ପୂର୍ଣ୍ଣ ହୋଇଥିବା ନୌକା ବାଗମତୀ ନଦୀରେ ଡୁବି ଯାଇଛି । ସ୍ଥାନୀୟ ଲୋକଙ୍କ…
ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: କର୍ଣ୍ଣେଲ, ମେଜର ଓ ଡିଏସପି ସହିଦ
ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ଏନକାଉଣ୍ଟରରେ ସେନା କର୍ଣ୍ଣେଲ, ମେଜର ଓ ଡିଏସପି ସହିଦ ହୋଇଛନ୍ତି । ଏନେଇ ଭାରତୀୟ ସେନା…
ସାମ୍ନାକୁ ଆସିଲା ପରିଣୀତି ଓ ରାଘବଙ୍କ ବିବାହ କାର୍ଡ
ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ରାଘବ ଚଢ଼ା ଓ ପରିଣୀତି ଚୋପ୍ରାଙ୍କ ବିବାହ କାର୍ଡ ସାମ୍ନାକୁ ଆସିଛି । ଏବେ ଆନୁଷ୍ଠାନିକ ଭାବେ ଉଭୟଙ୍କ ବିବାହ ତାରିଖ…
ସରକାରୀ ସ୍କୁଲର ୩୦ କିମି ମଧ୍ୟରେ ପିଲାଙ୍କୁ ମିଳିବ ମାଗଣା ବସ ସେବା
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‘ସ୍କୁଲ ଅଫ୍ ଏମିନେନ୍ସ’ର ଉଦଘାଟନ ସମାରୋହରେ ଯୋଗ ଦେଇଛନ୍ତି । ଏହି ଅବସରରେ କ୍ରେଜିୱାଲ…
ସାଂସଦଙ୍କ ପାଇଁ ନୂଆ ଖାଦ୍ୟ ଆପ୍ ‘ସଂସଦ କେଫେଟେରିୟା’
ନୂଆଦିଲ୍ଲୀ: ସାଂସଦ ଏବଂ ସଂସଦ ଭବନ କର୍ମଚାରୀ ଏବେ ଜମାଟୋ ଓ ସ୍ୱିଗୀ ନୁହେଁ ସଂସଦର କ୍ୟାଣ୍ଟିନରୁ ମଧ୍ୟ ଖାଦ୍ୟ ଅନଲାଇନ ଅର୍ଡର କରିପାରିବେ । ସାଂସଦଙ୍କ…
୨ଦିନ ପରେ ଦିଲ୍ଲୀରୁ ବାହାରିଲେ ପ୍ରଧାନମନ୍ତ୍ରୀ ଟ୍ରୁଡୋ
ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନ ୨ଦିନ ପର୍ଯ୍ୟନ୍ତ ଫସି ରହିବା ଯୋଗୁ ଆଜି ଦିଲ୍ଲୀ ଛାଡ଼ିଛନ୍ତି । ବିମାନକୁ ଉଡ଼ାଣ ଭରିବା…