ଫୋକସରେ ପୁରୀ ଗୋଲ୍ଡେନ ବିଚ୍

  • ପୁରୀ: ପୁରୀ ଗୋଲ୍ଡେନ ବିଚ୍ ସଫା କରିବାକୁ ପଦକ୍ଷେପ ନେଇ ସୂଚନା। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିି। ଦେଶରେ ୧୦ଟି ବିଚକୁ ବ୍ଲୁ ଫ୍ଲାଗ ମାନ୍ୟତା ମିଳିଥିବାବେଳେ ସେଥିମଧ୍ୟରେ ପୁରୀ ରହିଛି। ଆଗାମୀ ୫ ବର୍ଷ ଭିତରେ ଅନେକ ବିଚକୁ ଏହାର ପରିସରଭୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି। ପୁରୀରେ ୮୦% ପର୍ଯ୍ୟଟକ ବଢ଼ିଛନ୍ତି ବୋଲି କହିଲେ ମନ୍ତ୍ରୀ ଶ୍ରୀ ଚୌବେ। ୨୦୨୦ ଜାନୁଆରୀରୁ ୨୦୨୧ ଅଗଷ୍ଟ ମଧ୍ୟରେ ୫.୯୭ ଲକ୍ଷ ପର୍ଯ୍ୟଟକ ଆସିଛନ୍ତିି।