ବଦଳିଲେ ବଲାଙ୍ଗିର ଏସପି ଜିଲ୍ଲା By Nitidin Last updated Dec 24, 2020 Share ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଏସପି ମଡକର ସନ୍ଦୀପ ସମ୍ପଦ କେନ୍ଦ୍ରାପଡ଼ା ବଦଳି କରାଯାଇଛି। ସେହିପରି ନବରଙ୍ଗପୁର ଏସପି କୁଶଳକର ନିତିନ ଡାଗଡୁଙ୍କୁ ବଲାଙ୍ଗିର ଏସପି ଭାବେ ବଦଳି କରାଯାଇଛି। ରାଜ୍ୟ ସରକାର ଆଇପିଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । Share