ଫୁଲବାଣୀ,ଏନ୍ଏନ୍ଏସ୍: ଭାରତୀୟ ବହୁଜନ ଛାତ୍ର ମୋର୍ଚ୍ଚା ତରଫରୁ ଫୁଲବାଣୀ ଠାରେ ଆଜି ବାବାସାହେବଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଛାତ୍ର ମୋର୍ଚ୍ଚାର ମୁଖ୍ୟ କାମୀନି ହଂସଙ୍କ ଅଧ୍ୟକ୍ଷତାରେ ଅତିଥି ଭାବରେ ଶିକ୍ଷକ ସୁକାନ୍ତ କୁମାର ବେହେରାଙ୍କ ସହିତ ସୁଧାଂଶୁ କୁମାର ବେହେରା, ଅଦୈତ କୁମାର ସାହାଣୀ, ରବିନ୍ଦ୍ରନାଥ ମୁନୀ, ଯୋଗେଶ୍ୱର ବେହେରା, ଧନେଶ୍ଵର ଖୁଣ୍ଟିଆ ଆଦି ଯୋଗଦେଇଥିଲେ।
ବାବା ସାହେବଙ୍କ ନୀତି ଆଦର୍ଶରେ ଅନୁପ୍ରଣୀତ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଶିକ୍ଷକ ସଂଗଠନର ସୁଧାଂଶୁ କୁମାର ବେହେରା, କାମରାଜ ଦିଗାଲ, ସରୋଜ କୁମାର ସେଠୀ, ଅରୁଣ କୁମାର ପାତ୍ର, ଭୀମରାଜ ବଳିଆର ସିଂହ, ସଞ୍ଜୟ କୁମାର ବେହେରା, ଅଜିତ୍ କୁମାର ବେହେରା, ବବିତା ସାହାଣୀ, ଫକୀର ମୋହନ ନାୟକ, ସଞ୍ଜୟ କୁମାର ଗଣ୍ଡା ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।