ଆସନ୍ତା ୩ ବର୍ଷ ଭିତରେ ସମ୍ପୂର୍ଣ୍ଣ ହେବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ,ଏଜେନ୍ସି: ଅଯୋଧ୍ୟା ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ଏହି କାର୍ଯ୍ୟ ଆସନ୍ତା ୩ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଏନେଇ ମନ୍ଦିର ସାଧାରଣ ସମ୍ପାଦକ ଚମ୍ପତ ରାଏ ସୂଚନା ଦେଇଛନ୍ତି। ଅଢ଼େଇ ଏକରରେ ଏହି ରାମ ମନ୍ଦିର ନିର୍ମାଣ ହେଉଛି।