ଆଶା ପାରେଖ ପାଇବେ ଦାଦା ସାହେବ ଫାଲକେ ଆୱାର୍ଡ

ନୂଆଦିଲ୍ଲୀ: ବଲିଉଡର ପୁରୁଖା ଅଭିନେତ୍ରୀ ଆଶା ପାରେଖଙ୍କୁ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ପ୍ରଦାନ କରିଛନ୍ତିି । ୭୯ ବର୍ଷୀୟ ଆଶା ୧୯୯୨ରେ ପଦ୍ମଶ୍ରୀ ପାଇଥିଲେ ।