ସେନା ଟ୍ରକରେ ଲାଗିଲା ନିଆଁ, ୪ ଯବାନ ସହିଦ

ଜମ୍ମୁ-କଶ୍ମୀର: ପୁଞ୍ଛ-ଜମ୍ମୁ ହାଇୱେରେ ସେନା ଟ୍ରକରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ୪ଜଣ ଯବାନ ସହିଦ ହୋଇଛନ୍ତି । ଏଥିସହିତ ଅନେକ ଯବାନ ଫସି ରହିଥିବା ଜଣାପଡ଼ିଛି । କିନ୍ତୁ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନି।