ଫୁଲବାଣୀ,ଏନ୍ଏନ୍ଏସ୍: ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ (ଆର୍ଏସ୍ଏସ୍) ଫୁଲବାଣୀ ନଗର ତରଫରୁ ସମ୍ବିଧାନ ପ୍ରଣେତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ସମରସତା ଦିବସ ପାଳନ କରାଯଇଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଜିଲ୍ଲା ସମରସତା ପ୍ରମୁଖ ସଂଜିତ କୁମାର ମଣ୍ଡଳ, ମୁଖ୍ୟବକ୍ତା ଭାବେ ପବିତ୍ର କହଁର, ମୁଖ୍ୟ ଅତିଥି ଭାବେ ଶ୍ରୀହରି ମୁଖୀ ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ (ଆର୍ଏସ୍ଏସ୍) ଫୁଲବାଣୀ ନଗର ତରଫରୁ ସମ୍ବିଧାନ ପ୍ରଣେତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ସମରସତା ଦିବସ ପାଳନ କରାଯଇଛି।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ କନ୍ଧମାଳ ଜିଲ୍ଲାର ସମରସତା ପ୍ରମୁଖ ସଂଜିତ କୁମାର ମଣ୍ଡଳଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଶ୍ରୀହରି ମୁଖୀ, ମୁଖ୍ୟ ବକ୍ତା ଭାବେ ପବିତ୍ର କହଁର, ସମ୍ମାନିତ ଅତିଥି ଭାବେ ବ୍ରହ୍ମାନନ୍ଦ ବେହେରା ଏବଂ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବାବା ସାହେବଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ।