Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଗ୍ରାରେ ବସ୍ ଅପହରଣ କରିନେଲେ ଫାଇନାନ୍ସ କମ୍ପାନୀ କର୍ମଚାରୀ! – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଗ୍ରାରେ ବସ୍ ଅପହରଣ କରିନେଲେ ଫାଇନାନ୍ସ କମ୍ପାନୀ କର୍ମଚାରୀ!

ଆଗ୍ରା,ଏଜେନ୍ସି: ବୁଧବାର ସକାଳେ ଉତ୍ତର ପ୍ରଦେଶର ଆଗ୍ରାରେ ଥିବା ନିୟୁ ସଦର୍ଣ୍ଣ ବାଇପାସରୁ ଏକ ଫାଇନାନ୍ସ କମ୍ପାନୀର କେତେକ କର୍ମଚାରୀ ଗୋଟାଏ ଯାତ୍ରୀବାହୀ ବସକୁ ଅପହରଣ କରି ନେଇଛନ୍ତି। ଡ୍ରାଇଭର ଓ ହେଲପରଙ୍କୁ ବଳପୂର୍ବକ ବସରୁ ଓହ୍ଲାଇ ଦେଇ ସମ୍ପୃକ୍ତ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ବସଟିକୁ ଅପହରଣ କରିନେଇଛନ୍ତି। ଅପହରଣ ସମୟରେ ବସରେ ୩୪ ଜଣ ଯାତ୍ରୀ ଥିବା କଥା କୁହାଯାଉଛି। ବସଟି ଗୁରୁଗ୍ରାମରୁ ମଧ୍ୟପ୍ରଦେଶର ଗୋଆଲିୟର ଅଭିମୁଖେ ଯାତ୍ରା କରୁଥିବା ବେଳେ ଆଗ୍ରାରେ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ତାହାକୁ ଜବତ କରିଥିଲେ। ଏକ ବିବୃତ୍ତିରେ ଉତ୍ତରପ୍ରଦେଶ ସରକାର କହିଛନ୍ତି ଯେ, ଫାଇନାନ୍ସ କମ୍ପାନୀ ବେଆଇନ ଭାବେ ବସ୍ଟିକୁ ଜବତ କରିଛି। ବସ୍ କର୍ମଚାରୀ ଓ ଯାତ୍ରୀମାନେ ନିରାପଦ ଅଛନ୍ତି। ଗତକାଲି ବସ୍ ମାଲିକଙ୍କର ଦେହାନ୍ତ ହୋଇଯାଇଛି ଏବଂ ବୁଧବାର ତାଙ୍କ ପୁଅ ଶେଷକୃତ୍ୟ କରୁଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଆଗ୍ରା ଏସ୍ଏସ୍ପି ବାବୁଲ କୁମାର କହିଛନ୍ତି ଯେ, ଅପହରଣକାରୀମାନେ ହେଉଛନ୍ତି ଶ୍ରୀରାମ ଫାଇନାନ୍ସ କମ୍ପାନୀର ଲୋକ।