ବିରାଟଙ୍କ ପରେ ଶ୍ରେୟସଙ୍କ ଧୂଆଁଧାର ଶତକ

ମୁମ୍ବାଇ: କିଙ୍ଗ କୋହଲୀଙ୍କ ପରେ ଶ୍ରେୟସ ଅୟର ଶତକୀୟ ପାଳି ଖେଳିଛନ୍ତି । ୬୮ ବଲରେ ୩ ଚୌକା ଓ ୮ ଛକ୍କା ବଳରେ ଶ୍ରେୟସ ୧୦୧ ରନ୍ ହାସଲ କରିଛନ୍ତି । ଏହାସହ ୨୦୨୩ ୱାର୍ଲ୍ଡକପରେ ଶ୍ରେୟସ ୨ୟ ଶତକ କରିବାରେ ମଧ୍ୟ ସଫଳ ହୋଇଛନ୍ତି । ଶ୍ରେୟସ ୭୦ ବଲରେ ୧୦୫ ରନ୍ କରି ଆଉଟ ହୋଇଛନ୍ତି ।