ମାଆ ଓ ପୁଅକୁ ଚାପିଦେଲା ଟ୍ରକ୍ ଜିଲ୍ଲା By Nitidin Last updated Oct 20, 2020 Share ସମ୍ବଲପୁର, ଏନ୍ଏନ୍ଏସ୍: ସମ୍ବଲପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ତିନିବର୍ଷର ପୁଅକୁ ନେଇ ଯାଉଥିବାବେଳେ ଟ୍ରକ ତାଙ୍କୁ ଚାପି ଦେଇଛି। ସମ୍ବଲପୁର- ଦେବଗଡ ରାସ୍ତା ପଡିଆବାହାଲ ନିକଟରେ ଏଭଳି ଘଟଣା ଘଟିଛି।ଫଳରେ ମାଆ ଓ ପୁଅର ଜୀବନ ଯାଇଛି। Share