କମନ୍‌ୱେଲ୍‌ଥ ଜୁଡୋ ଚାମ୍ପିଅନ୍‌ସିପ୍‌ ୨୦୧୯: ବ୍ରୋଞ୍ଜ ଆଣିଲେ ଓଡ଼ିଆ ପୁଅ

ଭୁବନେଶ୍ୱର,ଏନ୍ଏନ୍ଏସ୍: କିସ୍‌ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ନିତ୍ୟ ମାଝୀ କମନ୍‌ୱେଲ୍‌ଥ ଜୁଡୋ ଖେଳରେ ପ୍ରଥମ ଓଡ଼ିଆ ଭାବେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ତେବେ ଏହି ଖେଳଟି ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା। ନିତ୍ୟ ମାଝୀ ଅଣ୍ଡର ୪୬ କେଜି ଓଜନରେ ଖେଳୁଥିଲେ।