କର୍ଣ୍ଣାଟକ ପରେ ଗୁଜରାଟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କର୍ଣ୍ଣାଟକ ପରେ ଗୁଜରାଟର ଜାମନଗରରେ ଜଣେ ଓମିକ୍ରନ ରୋଗୀ ଚିହ୍ନଟ ହୋଇଛନ୍ତି। ୭୨ ବର୍ଷୀୟ ସମ୍ପୃକ୍ତ ଆକ୍ରାନ୍ତ ଜଣକ ଜିମ୍ବାୱେରୁ ଫେରିଥିବା ନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ, କରୋନାର ନୂଆ ଭେରିଏଣ୍ଟ ଓମିକ୍ରନରେ ୨ଦିନ ତଳେ କର୍ଣ୍ଣାଟକରୁ ୨ଜଣ ଚିହ୍ନଟ ହୋଇଥିଲେ।