really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସରକାରଙ୍କ ନିଷ୍ପତି ମୁତାବକ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଏହାର ନିର୍ମାଣ କାର୍ୟ୍ୟ ପାଇଁ ସ୍ୱଚ୍ଛ ଇପିସି ଟେଣ୍ଡର ମାଧ୍ୟମରେ ଭାରତ ସରକାରଙ୍କ ଅଧୀନସ୍ଥ ର୍ସଂସ୍ଥା ମେସର୍ସ ବ୍ରିଜ୍ ଓ ରୁଫ୍ କମ୍ପାନୀ ଇଣ୍ଡିଆ ଲିମିଟେଡ୍ ନାମକ ଏକ ସଂସ୍ଥାକୁ ଏଲ ୧ ବିଡର ହିସାବରେ ୧୬୦ କୋଟି ୬୬ ଲକ୍ଷ ୫୪ ହଜାର ଟଙ୍କାରେ କାର୍ୟ୍ୟ ସମ୍ପୂର୍ଣ୍ଣ କରିବାପାଇଁ ବିବେଚିତ କରାଯାଇ କ୍ୟାବିନେଟରେ ଅନୁମୋଦନ କରାଯାଇଛି ।
ଏହି ପ୍ରକଳ୍ପ ନିର୍ମାଣ କାର୍ୟ୍ୟକୁ ୨୪ ମାସ ମଧ୍ୟରେ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ବରମୁଣ୍ଡାରେ ୧ ଲକ୍ଷ ୩୧ ହଜାର ୭୧୩ ବର୍ଗପୁଟରେ ଟର୍ମିନାଲ ନିର୍ମାଣ କରାଯିବ, ବ୍ୟବସାୟିକ ସ୍ଥାନ ପାଇଁ ୧ ଲକ୍ଷ ୭୦ ହଜାର ୯୧୨ ବର୍ଗଫୁଟ, ୩୫ଟି ବସ୍ ବେ ଓ ୧୯୦ଟି ବସ୍ ପାର୍କିଂ ସ୍ଥାନ ରହିବ ।
ଏହା ବ୍ୟତୀତ ଜନସାଧାରଣଙ୍କ ସୁବିଧା ପାଇଁ ୨୫୦ରୁ ଅଧିକ ଚାରିଚକିଆ ଯାନ ଓ ୧୭୫ ଦୁଇ ଚକିଆ ଯାନର ପାର୍କିଂ ବ୍ୟବସ୍ଥା କରାଯାଇଥିବା କ୍ୟାବିନେଟ୍ ବୈଠକରୁ ଜଣାଯାଇଛି ।