ଶନିବାର ପୁରୀ ସହର ପାଇଁ ସଟଡାଉନ ମନା ମହାନଗର By Nitidin On Jul 8, 2021 Share ପୁରୀ: ଶନିବାର ପୁରୀ ସହରରେ ସଟଡାଉନ ରହିବନି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ରଥଯାତ୍ରା ପାଇଁ ସହରରେ ୧୧ ତାରିଖ ରାତି ୮ରୁ ୧୩ ତାରିଖ ରାତି ୮ ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ଜିଲ୍ଲା ପ୍ରଶାସନ ୨ ଦିନ କର୍ଫ୍ୟୁ ନିଷ୍ପତ୍ତି ନେଇଥିବାରୁ ଶନିବାର ସଟଡାଉନକୁ ମନା କରାଯାଇଛି। Share