ନୂଆଦିଲ୍ଲୀ: ପଞ୍ଜାବ ସରକାର ଜୁନ୍ ୧୫ ପର୍ଯ୍ୟନ୍ତ ଲକଡାଉନ ବଢ଼ାଇ ଦେଇଛନ୍ତି। କିନ୍ତୁ କିଛି ନିୟମ କୋହଳ କରିଛନ୍ତି। ଫଳରେ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ଘରୋଇ ଅଫିସ ୫୦ ପ୍ରତିଶତ କ୍ଷମତା ସହ କାର୍ଯ୍ୟକ୍ଷମ ହେବ। ୱିକଡେଜରେ ନାଇଟ କର୍ଫ୍ୟୁ ପୂର୍ବଭଳି ସଂନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ। ରବିବାର ରେଗୁଲାର କର୍ଫ୍ୟୁ ଜାରି ହେବ ବୋଲି ଜଣାପଡ଼ିଛି।