୧୫୨ ଜେଲ୍ ଅନ୍ତେବାସୀଙ୍କୁ ଟିକାକରଣ ଜିଲ୍ଲା By Nitidin Last updated Jun 6, 2021 Share କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ମଣ୍ଡଳ କାରାଗାରରେ ଶନିବାର ୧୫୨ ଜଣ ଅନ୍ତେବାସୀ କୋଭିଡ ଟିକା ନେଇଛନ୍ତି। ସ୍ୱାସ୍ଥ୍ୟକର୍ମୀମାନେ ଜେଲକୁ ଯାଇ କଏଦୀମାନଙ୍କୁ ଟିକା ପ୍ରଦାନ କରିଛନ୍ତି। ୧୨୧ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୩୧ ଜଣ ଦ୍ୱିତୀୟ ଡୋଜ ନେଇଥିଲେ ବୋଲି ଜଣାପଡ଼ିଛି। Share