ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଯାନ୍ତ୍ରିକ ବିିଦ୍ୟାଳୟ ଗେଟ୍ ସମ୍ମୁଖ ଜାତୀୟ ରାଜପଥେର ଦିିଆଯାଇଥିବା ଡିଭାଇଡରେର ଏକ ଭାରିଯାନ ଦୁଘର୍ଟଣାଗ୍ରସ୍ତ ହୋଇଛି। ଭାରିଯାନର ଡ୍ରାଇଭର ମଦ ପିଇ ଦ୍ରୁତ ଗତେିର ଗାଡ଼ି ଚଳାଉଥିବାରୁ ଏହି ଦୁଘର୍ଟଣା ଘଟିଥିବା ସ୍ଥାନୀୟ ଲେୋକ ଅଭେିଯାଗ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସୋର, ଏହି ରାସ୍ତୋର ପ୍ରତିିଦିିନ ଛୋଟ ବଡ଼ ଦୁଘର୍ଟଣା ଘଟୁଛି । ତେଣୁ ଏଥିରେ ରୋକ ଲଗାଇବା ପାଇଁ ଜିିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବେଢ଼ଇମୁଣ୍ଡା ରାସ୍ତୋର ଭାରିିଯାନ ଚଳାଚଳ ସୀମିତ କରାଯାଉ ଓ ପ୍ରସ୍ତାବିିତ ବାଇପାସ୍ ରାସ୍ତାକୁ ଶୀଘ୍ର ନିର୍ମାଣ କରାଯାଉ ବୋଲି ବେଢ଼ଇମୁଣ୍ଡା ଗ୍ରାମବାସୀ ଓ ବୁଦ୍ଧିଜୀବୀମୋନ ଦାବି କରିଛନ୍ତି ।