ସମ୍ବଲପୁରର ଏକ ଘରୋଇ ବ୍ୟାଙ୍କରେ ଲାଗିଲା ନିଆଁ ଜିଲ୍ଲା By Nitidin On May 25, 2021 Share ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁରର ଏକ ଏକ୍ସିସ ବ୍ୟାଙ୍କରେ ନିଆଁ ଲାଗିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି। କିନ୍ତୁ ନିଆଁ ଲାଗିବା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। Share