ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିରରେ ଅଘଟଣ। ମହାପ୍ରଭୁଙ୍କ ନୃସିଂହ ମନ୍ଦିରରେ ନୃସିଂହଙ୍କ କୋଳରେ ଶୋଭା ପାଉଥିବା ରାକ୍ଷାସ ହିରଣ୍ୟ କଶ୍ୟପଙ୍କ ମୂର୍ତ୍ତି ଖସିପଡି ଜଣେ ସେବକ ଆହତ ହୋଇଛନ୍ତି। ଆହତ ସେବକ ହେଉଛନ୍ତି ଗୌଡ଼ବାଡ ସାହିର କୁନୁ ମହାପାତ୍ର।
ସେବକଙ୍କ ଗୋଡ ଓ ହାତରେ ଆଘାତ ଲାଗିଥିବା ଜଣାପଡିଛି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।