ବିମାନ ବନ୍ଦର ପରିସରରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବିମାନ ବନ୍ଦର ପରିସରରେ ଆଜି ଅଗ୍ନିକାଣ୍ଡ ଘଟିଛି। ବିମାନ ବନ୍ଦର ପରିସରକୁ ପ୍ରବେଶ କରିବା ପାଇଁ ଥିବା ରାସ୍ତା କଡ଼ର ବିସ୍ତିର୍ଣ୍ଣ ପଡିଆରେ ଥିବା ବୁଦାଳିଆ ଶୁଖିଲା ଘାସରେ ଏହି ନିଆଁ ଲାଗିଥିଲା। ନିଆଁ କ୍ରମେ ଅଣାୟାତ ହୋଇ ୩ରୁ ୪ କିମି ପର୍ଯ୍ୟନ୍ତ ଧୂଆଁମୟ ହୋଇଯାଇଥିଲା। ସଠିକ୍ ସମୟରେ ବିମାନ ବନ୍ଦରରେ କାର୍ଯ୍ୟରତ ଅଗ୍ନିଶମ ବିଭାଗ ତଥା ଝାରସୁଗୁଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏହି ନିଆଁକୁ ଆୟତ କରିଥିଲେ। ଫଳରେ ବିମାନ ବନ୍ଦରରୁ ଏକ ବଡ଼ ବିପତ୍ତି ଟଳିଯାଇଛି। ତେବେ ଏଠାରେ ନିଆଁ କିପରି ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

En raison d’une augmentation de l’exposition au tadalafil AUC , d’une expérience clinique limitée et de l’impossibilité de modifier la clairance par une dialyse, la prise quotidienne de CIALIS n’est pas recommandée chez les patients atteints d’insuffisance rénale sévère. La prise quotidienne pour le traitement de la dysfonction érectile ou de l’hypertrophie bénigne de la prostate n’a pas été évaluée chez l’insuffisant hépatique. www.viagrasansordonnancefr.com Les patients ayant des érections d’une durée de 4 heures ou plus doivent être informés qu’il faut chercher une assistance médicale immédiate.