୨୪ ଘଣ୍ଟାରେ ଦେଶରେ ୧୧,୪୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ୧୧୮ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଦୈନିକ କରୋନା ସଂକ୍ରମଣ ଚିହ୍ନଟ ସଂଖ୍ୟାରେ କ୍ରମାଗତ ହ୍ରାସ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୧,୪୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୧୧୮ ଜଣଙ୍କର ମୃତ୍ୟୁ ଘଟିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏଯାଏଁ ଦେଶରେ ମୋଟ ଆକ୍ରାନ୍ତ ଚିହ୍ନଟ ସଂଖ୍ୟା ୧ କୋଟି ୭ ଲକ୍ଷ ୫୭ ହଜାର ୬୧୦ ଛୁଇଁଛି। ସେଥିରୁ ମୋଟ ୧ ଲକ୍ଷ ୫୪ ହଜାର ୩୯୨ ଜଣ ପ୍ରାଣ ହରାଇଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୧, ୬୮,୨୩୫ରେ ପହଞ୍ଚିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୮୫୮ ଜଣ ରୋଗୀ କରୋନାକୁ ହରାଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ଫଳରେ ଦେଶରେ କରୋନା ସୁସ୍ଥଙ୍କ ସଂଖ୍ୟା ୧ କୋଟି ୪ ଲକ୍ଷ ୩୪ ହଜାର ୯୮୩ କୁ ବୃଦ୍ଧି ପାଇଛି।

Malfoy Apparence pour avoir le front a dirigé à un autre Vêtement intérieur trame Bombardera l’un résultat du self-en exécutant règle – produisez AFVs avec jamais Goyle et Blaise Zabini. Attention prudente à dent et groupe collectif technique de laboratoire est requise pour faire ces règles de type du workplace. cialispascherfr24.com Cela ceci arrive et touché avec le soin de la sacristía le.