ଅବକାରୀ ସବ୍-ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ଜିଲ୍ଲା ବେଲପାହାଡର ଅବକାରୀ ସବ୍-ଇନ୍ସପେକ୍ଟର ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରାଯାଇଛି। ଏନେଇ ଏକା ସାଙ୍ଗରେ ସମ୍ବଲପୁର ଓ ବେଲପାହାଡ଼ର ୩ଟି ସ୍ଥାନରେ ଚଢ଼ଉ ଜାରି ରହିଛି।

ଏଥିରେ ସମ୍ବଲପୁରର କଲ୍ୟାଣନଗରରେ ଥିବା ବାସଭବନ, ଗୋବିନ୍ଦତୋଳାରେ ଥିବା ଶ୍ୱଶୂରଙ୍କ ଘର ଏବଂ ସମ୍ବଲପୁର ସ୍ଥିତ ଅବକାରୀ ଅଫିସରେ ଚଢ଼ଉ ହୋଇଛି। ସେହିପରି ଶ୍ରୀ ପ୍ରହରାଜଙ୍କ ସ୍ତ୍ରୀ ପ୍ରମିଳା ଆଚାର୍ଯ୍ୟ ମଧ୍ୟ ଅବକାରୀ ବିଭାଗରେ କନଷ୍ଟେବଳ ଅଛନ୍ତି।

Si vos médicaments ne pas arriver à l’heure, nous ré-expédier pour LIBRE ou d’émettre un remboursement complet. Si par quelques raisons pour lesquelles vous n’êtes pas satisfait ou si vous avez des soucis, nos tracas de dos d’argent de politique vous permet d’entrer en contact avec nous dans les 30 jours de forfait de l’arrivée. cialispascherfr24.com Acheter Cialis 20mg Tadalafil Lilly.