ପୁଣି ବିଗିଡ଼ିଲା ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ଖେଳ By Nitidin On Jan 27, 2021 Share କୋଲକାତା: ବିସିସିଆଇ ଅଧ୍ୟକ୍ଷ ଓ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣିଥରେ ବିଗିଡ଼ିଛି। ଆଜି ହଠାତ୍ ଗାଙ୍ଗୁଲିଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରେ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିକଟରେ ଗାଙ୍ଗୁଲି ଏନଜିୟୋପ୍ଲାଷ୍ଟୀର ଶିକାର ହୋଇଥିଲେ। Share