କ.ନୂଆଗାଁ,ଏନ୍ଏନ୍ଏସ୍:କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଂଚଳରୁ ଏକ ସ୍କୁଟିରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ ହାବୁଡରେ ପଡିଛି ଚାଲାଣକାରୀ। ତା ଠାରୁ ପୁଲିସ ୭ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଏକ ସ୍କୁଟି ଜବତ କରଛି। ଗିରଫ ବ୍ୟକ୍ତି ହେଲେ କଟକ ଜିଲ୍ଲା ବୈଦ୍ୟନାଥପୁର ଥାନା ଗୋଲାଗଣ୍ଡା ଗ୍ରାମର ବିରଂଚି ପ୍ରଧାନ ଓରଫ ସୋନୁ(୩୧)